Lucky Zodiac Sign: ୨୨ ମଇରେ ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Published: May 22, 2024, 05:40 AM IST|Updated: May 22, 2024, 05:40 AM IST

Top 5 Lucky Zodiac Sign, 22 May 2024 : ୨୨ ମଇ ବୁଧବାର ଦିନ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ଗଠନ ହେବାକୁ ଯାଉଛି  । ତୁଳା ପରେ ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି । ଏହି ଦିନ ଶୁକ୍ରାଦିତ୍ୟ ଯୋଗ ସହିତ ରବି ଯୋଗ ଏବଂ ବିଶାଖା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁ କାରଣ ପାଇଁ ଦିନଟିର ଗୁରୁତ୍ୱ ମଧ୍ୟ ଅଧିକ ରହିଛି । ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।