Top 5 Lucky Zodiac Sign, 3 November 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।
Shukraditya Yog 2025: जब सूर्य और शुक्र ग्रह की युति होती है तो शुक्रादित्य योग बनता है, जिसे ज्योतिष में बेहद शुभ माना गया है. यह योग अपार धन के साथ शोहरत भी दिलाता है. इस समय सिंह राशि में शुक्रादित्य योग बन गया है.
Top 5 Lucky Zodiac Sign, 22 May 2024 : ୨୨ ମଇ ବୁଧବାର ଦିନ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ଗଠନ ହେବାକୁ ଯାଉଛି । ତୁଳା ପରେ ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି । ଏହି ଦିନ ଶୁକ୍ରାଦିତ୍ୟ ଯୋଗ ସହିତ ରବି ଯୋଗ ଏବଂ ବିଶାଖା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁ କାରଣ ପାଇଁ ଦିନଟିର ଗୁରୁତ୍ୱ ମଧ୍ୟ ଅଧିକ ରହିଛି । ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।
Shukraditya Yog: ଆସନ୍ତା ୧୪ ତାରିଖ ସକାଳ ୮ଟା ୫୦ ମିନିଟ୍ ସମୟରେ ବୃଷ ରାଶିକୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ଚଳନ କରିବେ। ୧୯ ତାରିଖରେ ଶୁକ୍ର ମଧ୍ୟ ସେହି ରାଶିକୁ ଗମନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଶୁକ୍ରାଦିତ୍ୟ ଯୋଗ (Shukraditya yog 2024) ସୃଷ୍ଟି କରୁଛି। ଏହି ଦୁଇ ଗ୍ରହଙ୍କ ମିଳନ କିଛି ରାଶିର ଭାଗ୍ୟରେ ବଡ଼ ପରିବରର୍ତ୍ତନ ଆଣିବାକୁ ଯାଉଛି।
Shukraaditya Yoga 2024: ज्योतिष शास्त्र के मुताबिक पूरे 10 सालों बाद शुक्रादित्य योग का निर्माण होने जा रहा है. इस योग की विशेष कृपा तीन राशियों पर बरसने वाली है. आइए ज्योतिष शास्त्र के अनुसार शुक्रादित्य योग की वजह से मिलने वाले इन तीन राशियों के फायदों के बारे में जानें.