Advertisement
Photo Details/zeeodisha/odisha2462243
photoDetails0hindi

Weekly Family Horoscope: ଏହି ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ

Weekly Family Horoscope: ଆପଣଙ୍କ ପାଇଁ କିପରି ରହିବ ପାରିବାରିକ ଜୀବନ । ଆସନ୍ତୁ ଜାଣିବା ସପ୍ତାହର ଭାଗ୍ୟଶାଳୀ ରାଶି କିଏ 

1/6

ମେଷ ରାଶି

ପରିବାରକୁ କେହି ଅତିଥି ଆସିପାରନ୍ତି । ଘରେ ପୂଜା ପାଠର ଆୟୋଜନ ହୋଇପାରେ । ଘରର ପିଲାମାନଙ୍କ ସହ ବୁଲିବାକୁ ଯିବେ ।

2/6

ସିଂହ ରାଶି

ନବରାତ୍ରୀକୁ ଘର ସଦସ୍ୟଙ୍କ ସହ ପାଳନ କରିବେ । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂଜା କାର୍ଯ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିବେ ।

3/6

ତୁଳା ରାଶି

ଆପଣଙ୍କୁ ପାରିବାରିକ ସୁଖ ମିଳିବ । ପିଲାମାନେ ଆପଣଙ୍କୁ ଆଦର କରିବେ । ଚାକିରି ଜୀବନରୁ ଫୁରସତ ପାଇ ପରିବାର ପାଇଁ ସମୟ ଦେବେ ।

4/6

ବିଛା ରାଶି

ପରିବାରରେ ବିବାଦ ଥିଲେ ତାହା ସମାଧାନ ହୋଇଯିବ । ମା ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ପରିବାରରେ ନୂଆ ତଥା ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବ ।

5/6

ମୀନ ରାଶି

ପରିବାରରେ ଆପଣଙ୍କୁ ଅଧିକ ସ୍ନେହ ଶ୍ରଦ୍ଧା ମିଳିବ । ସମସ୍ତେ ଆପଣଙ୍କୁ ଆଦର କରିବେ । ମାଆ ଦୁର୍ଗାଙ୍କ ପୂଜାରେ ପରିବାର ସଦସ୍ୟଙ୍କ ସହ ସାମିଲ ହେବେ । ଘରକରଣା ଜିନିଷ କିଣିବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।