ମହିଳାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍

ରଜନୀ ଅସୁସ୍ଥ ଥିବାରୁ ସ୍ୱାମୀ ସଉକି ସାହୁଙ୍କ ସହ ଏକ ଟିଭିଏସ୍ ଏକ୍ସଲ୍ ମୋପେଡରେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା ।

ମହିଳାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍
Image Credit: ପ୍ରତୀକାତ୍ମକ ଫଟୋ

About the Author