'ମହାଭାରତ'ରେ ଫୁଟିଲା ବାଣ, ୮ ଗୁରୁତର
Advertisement

'ମହାଭାରତ'ରେ ଫୁଟିଲା ବାଣ, ୮ ଗୁରୁତର

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ.ରାମଚନ୍ଦ୍ରପୁର ଗ୍ରାମରେ ଅଘଟଣ । 

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ.ରାମଚନ୍ଦ୍ରପୁର ଗ୍ରାମରେ ଅଘଟଣ । ଦୋଳ ଯାତ୍ରାକୁ ନେଇ ଗ୍ରାମରେ ମହାଭାରତ ନାଟକ ପରିବେଷଣ ବେଳେ ବାଣ ଫୁଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ଆହୁରି ପଢ଼ନ୍ତୁ; ମହିଳା ଭକ୍ତ ଏବଂ ସେବାୟତ ହାତାହାତି