• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Berhampur
  • /ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି

ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି

ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଦାବି...

Edited ByZee Odisha Desk
Published: Jul 18, 2020, 04:42 PM IST|Updated: Jul 18, 2020, 04:44 PM IST
joinshare
ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Entertainment News: ମାଳିପୁଟ ମେଲୋଡିଜ୍"ର ହେଲା ସ୍ପେସିଆଲ ସ୍କ୍ରିନିଂ,ସେପ୍ଟେମ୍ବର ୧୮ ରେ ମୁକ୍

    Entertainment News: ମାଳିପୁଟ ମେଲୋଡିଜ୍"ର ହେଲା ସ୍ପେସିଆଲ ସ୍କ୍ରିନିଂ,ସେପ୍ଟେମ୍ବର ୧୮ ରେ ମୁକ୍

    2

    Top 10 News Today: ରାଜଧାନୀ ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ, ମଧ୍ୟପ୍ରଦେଶର

    3

    Delhi Building Collapse: ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ, ୫ ମହଲା କୋଠା ଭୁଶୁଡ଼ି ୨ ମୃତ

    4

    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    5

    Odisha Governor: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଓଡିଶାର ରାଜ୍ୟପାଳ

    ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ଅନିୟନ୍ତ୍ରିତ ଭାବେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ରହିଛି। 

    ତେବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ କରିବା ଲାଗି ଦାବି ଜୋର ଧରିଛି । ଜନ ସାଧାରଣଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବ୍ରହ୍ମପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା । ସରକାରକୁ ଏହି ଦିଗରେ ଅବଗତ କରିବା ସହ ଅତିଶୀଘ୍ର ଆଲୋଚନା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଥିବା କହିଛନ୍ତି । ସେପଟେ ଅଧିକରୁ ଅଧିକ ରୋଗୀ ବ୍ରହ୍ମପୁର ସହରରେ ଚିହ୍ନଟ ହେବାରେ ଲାଗିଛନ୍ତି । 

    ଅନେକ ଲୋକଙ୍କ ନିକଟରେ ଜ୍ୱରକାଶ ଭଳି ଲକ୍ଷଣ ଦେଖା ଦେଉଥିଲେ ମଧ୍ୟ ଲୋକେ କରିବେ କଣ ତାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢିଛି।   ରୋଗୀ ଶେବା କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୮ଟି ପିଏଚସି ଫିବର ସେଣ୍ଟର ଉଦଘାଟନ ହୋଇଛି । ସେପଟେ ଟେଲି ଶେବା ମାଧ୍ୟମରେ  ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡି ଚଲାଇବା ଲାଗି ନିଷ୍ପତ୍ତି ହୋଇଛି ।

     

    Add Zee News as a Preferred Source
    TAGS:
    plasma therapy
    Berhampur
    Corona
    covid19