କାଳିଙ୍କୁ କଳା କନା ବୁଲାଇଲେ ଦୁର୍ବୃର୍ତ୍ତ
Advertisement
Article Detail0/zeeodisha/odisha623391

କାଳିଙ୍କୁ କଳା କନା ବୁଲାଇଲେ ଦୁର୍ବୃର୍ତ୍ତ

ଗଞ୍ଜାମ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆମ୍ବ ପୁଆ ନିକଟରେ ଥିବା କାଳି ମନ୍ଦିରରୁ ବଡ ଧରଣର ଚୋରି ।

ପ୍ରତୀକାତ୍ମକ ଫଟୋ

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆମ୍ବ ପୁଆ ନିକଟରେ ଥିବା କାଳି ମନ୍ଦିରରୁ ବଡ ଧରଣର ଚୋରି । ଠାକୁରଙ୍କ ସୁନା ଅଳଙ୍କାର ଲୁଟ କରିବା ସହ ୨ଟି  ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଏହି ଚୋରି ହୋଇଥିବା କୁହାଯାଉଛି । 

ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି । ତେବେ ଏ ଚୋରି ଘଟଣାରେ କେଉଁମାନଙ୍କ ହାତ ରହିଛି, ତଦନ୍ତ ପରେ ଜଣାପଡ଼ିବ । 

ଆହୁରି ପଢ଼ନ୍ତୁ; ଦୁଷ୍କର୍ମୀଙ୍କୁ ଫାଶୀ ଦଣ୍ଡାଦେଶ