ଶ୍ରମିକଙ୍କୁ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି କଲେ ପ୍ରବାସୀ ଓଡ଼ିଆ ସମାଜ ସଂଘ

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୁଜୁରାଟ ସରକାର ଓ ଓଡିଶା ସରକାର ମିଳିତ ଭାବେ ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ସହ ବିହିତ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ ହୋଇପଡିଛି ।

ଶ୍ରମିକଙ୍କୁ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି କଲେ ପ୍ରବାସୀ ଓଡ଼ିଆ ସମାଜ ସଂଘ

About the Author