ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ

ଏହି ପୋଖରୀ ମଧ୍ୟରେ ୱିଙ୍ଗ୍ ଗ୍ୟାଲେରୀ, ଓଭରହେଡ ୱାର୍କିଂ ଟ୍ରାକ, ଫାଉଣ୍ଟେନ, ଗାର୍ଡେନ୍, ଫୁଡକୋର୍ଟ ସହ ଲୋକଙ୍କ ମନୋରଞ୍ଜନ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ହେବ । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ।

ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ