ପତ୍ନୀକୁ ଛାଡ଼ି ପ୍ରେମିକା ସହ ପତିତପାବନ ଫେରାର୍! ମଧ୍ୟପ୍ରଦେଶରେ ମିଳିଲା ସନ୍ଧାନ

ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା ଟୁଇଷ୍ଟ ଆସିଛି। ନିଖୋଜ ଅଭିଯୋଗର ଦୁଇ ଦିନ ପରେ ଅର୍ଥାତ ମଙ୍ଗଳବାର ପତିତପାବନ ଓ ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ଠାବ କରାଯାଇଛି।

ପତ୍ନୀକୁ ଛାଡ଼ି ପ୍ରେମିକା ସହ ପତିତପାବନ ଫେରାର୍! ମଧ୍ୟପ୍ରଦେଶରେ ମିଳିଲା ସନ୍ଧାନ
Image Credit: ଡିଜାଇନ୍ ଫଟୋ

About the Author