ଭାଙ୍ଗିଲା ସ୍ୱପ୍ନ: ୨୦୪୧ ପର୍ଯ୍ୟନ୍ତ ଟ୍ବିନସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ

କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ବରରୁ ପୁରୀ ଯାଏ ସମ୍ପ୍ରସାରଣ ପ୍ରସ୍ତାବ ଦିଆଯିବ । ପ୍ରଥମ ସର୍ଭେ ପାଇଁ ଖର୍ଚ୍ଚ ହୋଇଥିଲା ୬୪.୬୧ ଲକ୍ଷ ଟଙ୍କା । ଏଥିରୁ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର ।

ଭାଙ୍ଗିଲା ସ୍ୱପ୍ନ: ୨୦୪୧ ପର୍ଯ୍ୟନ୍ତ ଟ୍ବିନସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ

About the Author