ରାଜଧାନୀରେ 'ଦି ନନ୍ ଭେଜ୍ ୱାର୍ଲ୍ଡ' ଆମିଷ ବଜାର, ଗୋଟିଏ ଜାଗାରେ ମିଳୁଛି ବିଶ୍ୱର ବିଭିନ୍ନ ପ୍ରକାରର ଆମିଷ ସାମଗ୍ରୀ

ଆମିଷ କାହାକୁ ବା ପସନ୍ଦ ନଥାଏ । ଶାକାହାରୀ ବ୍ୟକ୍ତିଙ୍କୁ ଛାଡିଦେଲେ ସପ୍ତାହକୁ ଅଧିକାଂଶ ଦିନ ଲୋକ ମାନେ ଖାଦ୍ୟରେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ବଜାରରେ ତ ଆପଣ ଅନେକ ଆମିଷ ଦୋକାନ ଦେଖିଥିବେ, ହେଲେ ଭୁବନେଶ୍ୱର ପଟିଆ ଇନଫୋସିଟି ଅଂଚଳରେ ଖୋଲିଥିବା ‘ଦି ନନ୍ ଭେଜ୍ ୱାର୍ଲ୍ଡ’ ଟିକେ ନିଆରା ।

ରାଜଧାନୀରେ 'ଦି ନନ୍ ଭେଜ୍ ୱାର୍ଲ୍ଡ' ଆମିଷ ବଜାର, ଗୋଟିଏ ଜାଗାରେ ମିଳୁଛି ବିଶ୍ୱର ବିଭିନ୍ନ ପ୍ରକାରର ଆମିଷ ସାମଗ୍ରୀ
Image Credit: ଫାଇଲ ଫଟୋ

About the Author