ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ଦୁଇ ଦିବ୍ୟାଙ୍ଗଙ୍କ ଆଦର୍ଶ ବିବାହ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବେଳେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିବାହରେ ସାମିଲ ହୋଇ ଦିବ୍ୟାଙ୍ଗ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

About the Author