ଦେଶର ପରିବହନ ବ୍ୟବସ୍ଥାକୁ ଅଚଳ କରିବ Cyber Attack, ସତର୍କ ରହିବାକୁ NHAI ର ନିର୍ଦ୍ଦେଶ

ଯାନବାହାନ ତିଆରି କରୁଥିବା କମ୍ପାନୀମାନଙ୍କୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଆଲର୍ଟରେ କୁହାଯାଇଛି ଯେ, ସେମାନେ ସେମାନଙ୍କର IT ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ ମଜଭୁତ କରିବା ଉଚିତ, କାରଣ ସେମାନେ ସାଇବର ଆକ୍ରମଣର ଶିକାର ହୋଇପାରନ୍ତି।

ଦେଶର ପରିବହନ ବ୍ୟବସ୍ଥାକୁ ଅଚଳ କରିବ Cyber Attack, ସତର୍କ ରହିବାକୁ NHAI ର ନିର୍ଦ୍ଦେଶ

About the Author