ସମ୍ବଲପୁରକୁ ପାଣି ପାଇଁ ୧୮୮ କୋଟି

୬ଟି ବ୍ଲକର ୨୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୮ଟି ଗାଁର ଦେଢ ଲକ୍ଷ ଲୋକଙ୍କ ସହ ଝାରସୁଗୁଡା ଜିଲ୍ଲାର ୨ଟି ପଞ୍ଚାୟତର ମଧ୍ୟ ଏହା ଦ୍ବାରା ଉପକୃତ ହେବ।

ସମ୍ବଲପୁରକୁ ପାଣି ପାଇଁ ୧୮୮ କୋଟି
Image Credit: ଡିଜାଇନ ଫଟୋ

About the Author