ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ

ପିହୁର ନିଖୋଜକୁ ଦେଢ ବର୍ଷ ପୁରିବାକୁ ଯାଉଥିବା ବେଳେ ପୋଲିସର ତଦନ୍ତ ସରୁନାହିଁ। ଆଉ ନିଜ ଶିଶୁକୁ ହଜାଇଥିବା ମା ଗୁମୁରି ଗୁମୁରି କାନ୍ଦୁଛି। ଭାବୁଛି କାଳେ ଆଜି ନହେଲେ କାଲିକୁ ତାର ହଜିଲା ଝିଅ ଫେରିଆସିବ। କିନ୍ତୁ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାନରେ ସେହି ମାଆର କୋହ ପହଞ୍ଚି ପରୁନାହିଁ।

ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ
Image Credit: ଡିଜାଇନ୍ ଫଟୋ

About the Author