ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା, ମାସେ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା!

ଜୟପୁରର ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ୨୦୧୭ ମସିହାରେ ହୋଇଥିବା ମୃତ୍ୟୁ ଏବେ ହତ୍ୟାକାଣ୍ଡର ରୂପ ନେଇଛି। ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀଙ୍କ ନାମରେ ଆପିସିର ଧାରା ୩୦୨ରେ ମାମଲା ରୁଜୁ ହୋଇଛି।

ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା, ମାସେ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା!
Image Credit: ଡିଜାଇନ୍ ଫଟୋ

About the Author