'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ

ଭୁବନେଶ୍ବର ଡେଲଟା ଛକରେ ଥିବା ସୁନା ଦୋକାନକୁ ଗ୍ୟାସ କଟ୍ଟରରେ କାଟି କୋଟିଏ ଟଙ୍କାର ସୁନା ଲୁଟି ନେଇଥିବା ବେଳେ ରସୁଲଗଡ ଛକରେ ଛୁରାମାଡ କରି ବ୍ୟବସାୟୀଙ୍କ ଅନ୍ତବୁଜୁଳା ବାହାର କରିଦେଇଛନ୍ତି ଲୁଟେରା। ଏପଟେ ମୋଷ୍ଟ ପାୱାରଫୁଲ କମିଶନରେଟ ପୋଲିସର ପିସିଆର ବ୍ୟବସ୍ଥା ଠପ ହୋଇପଡିଛି।

 'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ
Image Credit: ଡିଜାଇନ୍ ଫଟୋ

About the Author

Saroj Kumar Behera

Saroj Kumar Behera

ଜୀ ଓଡ଼ିଶା, ଭୁବନେଶ୍ୱର

Read More