BECIL Recruitment 2024: BECILରେ ବାହାରିଲା ବମ୍ପର ନିଯୁକ୍ତି, ୩୦ ହଜାର ଉପରେ ଦରମା
Advertisement
Article Detail0/zeeodisha/odisha2256344

BECIL Recruitment 2024: BECILରେ ବାହାରିଲା ବମ୍ପର ନିଯୁକ୍ତି, ୩୦ ହଜାର ଉପରେ ଦରମା

BECIL Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ବ୍ରଡ଼କାଷ୍ଟ  ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ (Broadcast Engineering Consultants India Limited)ରେ ବାହାରିଲା ବମ୍ପର ନିଯୁକ୍ତି। 

BECIL Recruitment 2024: BECILରେ ବାହାରିଲା ବମ୍ପର ନିଯୁକ୍ତି, ୩୦ ହଜାର ଉପରେ ଦରମା

BECIL Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ବ୍ରଡ଼କାଷ୍ଟ  ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ (Broadcast Engineering Consultants India Limited)ରେ ବାହାରିଲା ବମ୍ପର ନିଯୁକ୍ତି। ଇଚ୍ଛୁକ ପ୍ରାର୍ଥୀମାନେ BECILର ଅଫିସିଆଲ୍ ଓ୍ବେବସାଇଟ୍ becil.com କୁ ଯାଇ ଆବେଦନ କରିପାରିବେ। 

ALSO READ: Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!

୧୫ଟି ପୋଷ୍ଟ ପାଇଁ ବାହାରିଛି ପଦବୀ:

-BECIL ଏହାର ଷ୍ଟାର୍ଟ ଅପ୍ ଫେଲୋ (୪)
- ୟଙ୍ଗ୍ ପ୍ରଫେସନାଲ(୧୦) 
 -ଆଇଟି କନସଲଟାଣ୍ଟ(୧) 

ଆବେଦନର ଶେଷ ତାରିଖ:

ଆଶାୟୀମାନେ  ମେ ୨୯ ତାରିଖ ପୂର୍ବରୁ ଆବେଦନ କରିପାରିବେ। 

ଚୟନ ପ୍ରକ୍ରିୟା :
ବିଶେଷ କରି ୨ଟି ପର୍ଯ୍ୟାରେ ଚୟନ ପ୍ରକ୍ରିୟା କରାଯିବ। ପ୍ରଥମେ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା ଏବଂ ପରେ ସାକ୍ଷାତକାର। ଏ-ହି ୨ଟି ରାଉଣ୍ତରେ ଉତିର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଚାକିରି ମିଳବ। 

ଦରମା:
 ମାସିକ ୩୩ ,୦୦୦ ରୁ ୬୦ ହଜାର ପର୍ଯ୍ୟନ୍ତ ମାସିକ ଦରମା ମିଳିବ।

ଏମିତି କରନ୍ତୁ ଆବେଦନ:
ଆଶାୟୀ ମାନେ ପ୍ରଥମେ ଅଫିସିଆଲ ୱେବସାଇଟ୍ becil.comକୁ ଯାଆନ୍ତୁ। ଏବଂ ପରେ ହୋମ୍ ପେଜ୍ କୁ ଯାଇ ବଟମ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ରେଜିଷ୍ଟ୍ରେସନ୍ ଫର୍ମ  ଲିଙ୍କ୍ ଉପରେ କ୍ଲିକ୍ କରି ପ୍ରଥମେ ନ୍ୟୁ ରେଜିଷ୍ଟ୍ରେସନ କରନ୍ତୁ । ସମ୍ପୂର୍ଣ୍ଣ ବିବରଣୀ ଦେଇ ଫର୍ମ ପୂରଣ କରିବା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।