Sushmita Sen: ୪୮ ବର୍ଷରେ କନ୍ୟା ସାଜିବେ ସୁସ୍ମିତା ସେନ୍! ବିବାହ ନେଇ ଖୋଲିଲେ ମୁହଁ

Sushmita Sen: ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ୱିକ୍ । ଏହି ସମୟରେ ଅନେକ ଟିଭି ସେଲିବ୍ରେଟ୍ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବଲିଉଡ଼ର ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

Sushmita Sen: ୪୮ ବର୍ଷରେ କନ୍ୟା ସାଜିବେ ସୁସ୍ମିତା ସେନ୍! ବିବାହ ନେଇ ଖୋଲିଲେ ମୁହଁ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author