Flight Service: ମାଲକାନଗିରିବାସୀଙ୍କ ପାଇଁ ବଡ଼ ଖବର। ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରି-ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ସୂଚନା ମିଳିଛି। ଯାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଶୀତ ଲହରୀ ଚାଲିଛି। ଉତ୍ତର ଭାରତର ପାହାଡିଆ ରାଜ୍ୟଗୁଡ଼ିକରେ ପ୍ରବଳ ତୁଷାରପାତ ଯୋଗୁଁ ପ୍ରବଳ ଥଣ୍ଡା ପଡ଼ିଛି। ସୋମବାର ରାତିରେ ଉତ୍ତର ପ୍ରଦେଶ, ବିହାର ଏବଂ ଆସାମ ଅଞ୍ଚଳଗୁଡ଼ିକୁ କୁହୁଡ଼ିର ଆବରଣ ଘୋଡ଼ାଇ ଦେଇଥିଲା। ଏହା ବିମାନ ଯାତ୍ରା ଉପରେ ଏକ ବଡ଼ ପ୍ରଭାବ ପକାଇଛି। ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅ
ଭୁବନେଶ୍ୱର: ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବି-ମାନ ଯୋଜନାରେ ଭୁବନେଶ୍ୱରକୁ ରାଉରକେଲା ସହିତ ଯୋଡିବାକୁ ଯାଉଛନ୍ତି। ଆସନ୍ତା କାଲି ଅର୍ଥାତ ଶୁକ୍ରବାର ୫ ଡିସେମ୍ବର ଠାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାର ଦ୍ୱାରା ଏକ ବିମାନ ନିୟମିତ ରାଉରକେଲା ଯିବ। ସପ୍ତାହରେ ୬ ଦିନ ଚାଲିବାକୁ ଥିବା ଏହି ବିମାନ ଗୁର
ନୂଆଦିଲ୍ଲୀ: ଅନେକ ବୈଠକ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ବିମାନ ସେବା ଶେଷରେ ପୁନର୍ବାର ଆରମ୍ଭ ହୋଇଛି। ପାଞ୍ଚ ବର୍ଷ ଧରି ବନ୍ଦ ଥିବା ଏହି ସେବାକୁ ପୁନର୍ବାର ଆରମ୍ଭ କରାଯାଇଛି। ଇଣ୍ଡିଗୋ ବିମାନ 6E1703 କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚୀନ୍ର ଗ୍ୱାଙ୍ଗଜୋ ଅଭିମୁଖେ ଉଡ଼ାଣ କରିଥିଲା। ବିମାନଟି ରାତି ୧୦ଟାରେ
Flight Service: ଭୁବନେଶ୍ବର-ଝାରସୁଗୁଡା ସେକ୍ଟରରେ ବିମାନ ସେବା ଲାଗି ଘରୋଇ କମ୍ପାନୀ 'ଷ୍ଟାର୍ ଏୟାର' ଆଗଭର ହେବା ସହ ସପ୍ତାହର ସମସ୍ତ ଦିନ ବିମାନ ସେବା ଯୋଗାଇବାକୁ ଘୋଷଣା କରିଛି।
Flight Service: ଯାତ୍ରୀଙ୍କ ପାଇଁ ବଡ଼ ଖବର। ତେବେ, ଆସନ୍ତୁ ଜାଣିବା ଭୁବନେଶ୍ବରରୁ ଆଜି କେଉଁ ସ୍ଥାନକୁ ଉଡାଣ ବନ୍ଦ ରହିବ।...
Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜୁନ୍ ୧୨ ତାରିଖରେ ଓଡି଼ଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡି଼ ହେବାକୁ ଯାଉଛି। ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ୟୁନାଇଟେଡ୍ ଆରବ୍ ଏମିରେଟ୍ସ ( ୟୁଏଇ) ର ରଜଧାନୀ ଆବୁଧାବିକୁ ବିମାନ ଉଡ଼ିବ।
Flight Service: ଏବେ ରକ୍ତମୁଖା ହୋଇପଡିଛି ପାକିସ୍ତାନ। ପହଲଗାମ୍ -ଆତଙ୍କୀ ହାମଲାର ପ୍ରତିଶୋଧ ନେଇଛି ଭାରତ। ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନର ୯ ଆତଙ୍କୀ ଶିବର ଉପରେ କରିଛି ରକେଟ୍ ମାଡ। ଯାହାକୁ ନେଇ ଭୟଭିତ ହୋଇପଡିଛି ପାକିସ୍ତାନ୍। ଏୟାରଷ୍ଟାଇକ୍ ପରେ ଭାରତର ୨୦ ବିମାନବନ୍ଦର ଏବେ ବିପଦରେ ରହିଛି। ଏଥିପାଇଁ କିଛି ଏୟାରପୋଟକୁ ବନ୍ଦ କରିଦିଆଯାଇଥିବା ବେଳେ ଆଉ ୨୦୦ ଫ୍ଲାଇଟ୍ କୁ ବାତିଲ୍ କରାଯାଇଛି। ମେ ୧୦ ତାରିଖ ଯାଏଁ ଉତ୍ତର -ପଶ୍ଚିମ- କେନ୍ଦ୍ରୀୟ ଭାରତରେ ବିମାନ ବନ୍ଦର ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର। ତେବେ, ଆସନ୍ତୁ ଜାଣିବା କେଉଁ ବିମାନ ବନ୍ଦରକୁ ବନ୍ଦ କରାଯାଉଛି। ଆଉ କେଉଁ ସହରକୁ ଉଡାଣ ବାତିଲ୍ ହୋଇଛି।
Flight Service: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମୁମ୍ବାଇ-ଝାରସୁଗୁଡା ସେକ୍ଟରରେ ବିମାନ ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶିଳ୍ପ ନଗରୀ ଝାରସୁଗୁଡା ସହ ମାୟାନଗରୀ ମୁମ୍ବାଇ ସିଧା-ସଳଖ ଆକାଶ ପଥରେ ଯୋଡି଼ ହେବ। ତେବେ, ଆସନ୍ତୁ ଜାଣିବା ସପ୍ତାହରେ କେତେ ଦିନ ଏହି ସେବାଯାତ୍ରୀଙ୍କୁ ମିଳିବ।
Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ବରରୁ ଜମ୍ମୁ-କାଶ୍ମୀରର ଶ୍ରୀନଗରକୁ ମାତ୍ର ୪ ଘଣ୍ଚାରେ ଯାଇପାରିବେ।
Flight Service: ଯୋଗାଯୋଗ ବୃଦ୍ଧି ପାଇଁ ଜାନୁଆରୀ ୨୦୨୫ରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁଇଟି ସ୍ଥାନକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।
Flight Service: ଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ ୫ ନୂଆ ସହରକୁ ମିଳିବ ବିମାନ ସେବା। ରାଜ୍ୟରୁ ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ବିମାନ ଚଳାଚଳ କରିବ।
ଭୁବନେଶ୍ୱର: ସକାଳ ସାଢ଼େ ଆଠଟାରେ ବି ଦିଲ୍ଲୀ ଆକାଶରେ ମୁହଁକୁ ମୁହଁ ଦେଖିବା କଷ୍ଟକର। ଏହି ହେତୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରର ଆକାଶରେ ଆଜି ୪୩ ବିମାନ ଅବତରଣ କରିବାରେ ବିଳମ୍ବ ହୋଇଛି। ଖାଲି ସେତିକି ନୁହେଁ ୧୧୮ ବିମାନର ଉଡ଼ିଣ ଠିକଣା ସମୟରେ ହୋଇପାରି ନାହିଁ। ଫ୍ଲାଇଟ୍ ରାଡାର ସୂଚନାକୁ ଆଧାର କରି ହିନ୍ଦ
Flight Service(ଭୁବନେଶ୍ୱର): ବାରମ୍ବାର ବିମାନ ବାତିଲକୁ କେନ୍ଦ୍ର କରି ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। ୬୦ରୁ ଅଧିକ ଯାତ୍ରୀ ଆଜି ବିମାନବନ୍ଦରରେ ଧାରଣା ପ୍ରଦର୍ଶନ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି।
Internet in Flight: କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଏଣିକି ବିମାନ ଉଡ଼ୁଥିବା ବେଳେ ମଧ୍ୟ ଇଣ୍ଟରନେଟ୍ ସୁବିଧା ପାଇପାରିବେ ଯାତ୍ରୀ। ଅର୍ଥାତ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନେ ଏଣିକି ଯାତ୍ରୀଙ୍କୁ ଚାହିଁଲେ ମାଗଣାରେ ଓ୍ୱାଇଫାଇ ସେବା ଦେଇପାରିବେ।
Flight Service:(ଭୁବନେଶ୍ୱର) : ବାତ୍ୟା ‘ଦାନା’ର ପ୍ରଭାବକୁ ଆଖିରେ ରଖି ସତର୍କତା ମୂଳକ ବାତିଲ କରାଯାଇଥିବା ବିମାନ ଚଳାଚଳକୁ ସ୍ୱଭାବିକ କରାଯାଇଛି। ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରୁଛି। ଭୁବନେଶ୍ୱର ବିମାନ ବନ୍ଦରରରୁ ଉଡ଼ାଣ ଏବଂ ଏଠାରେ ଅବତରଣକୁ ସବୁଜ ସଙ୍କେତ ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ।
Flight Service: ଏହା ପଛର କାରଣ ବିଷୟରେ କହିବାକୁ ଗଲେ ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ପାଇଁ ସିଙ୍ଗାପୁର ଏୟାରଲାଇନ୍ସକୁ ଏଫଡିଆଇ ଅନୁମୋଦନ ମିଳିଛି । ଭିସ୍ତାରା ହେଉଛି ଏୟାର ଇଣ୍ଡିଆ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଏକ ମିଳିତ ଉଦ୍ୟୋଗ । ମର୍ଜର ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ଭିସ୍ତାରା ବିମାନକୁ ଏୟାର ଇଣ୍ଡିଆର କାର୍ଯ୍ୟରେ ସାମିଲ କରାଯିବ।
Flight Service: ଭୁବନେଶ୍ବରବାସୀଙ୍କ ପାଇଁ ଖୁସି ଖବର। ଏଣିକି ପଶ୍ଚିମବଙ୍ଗର ଦୁର୍ଗାପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ପଢନ୍ତୁ ପୂରା ରିପୋର୍ଟ...
Flight Service: ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୋଇଂ ୭୭୭ ବିମାନ ଋଷରେ ଜରୁରୀ ଅବତରଣ କରିଛି। ବିମାନର କାର୍ଗୋ ଅଞ୍ଚଳରେ କିଛି ଯାତ୍ରିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଜରୁରୀ ଅବତରଣ କରିବାକୁ ଚାହିଁଥିଲେ। ଏଣୁ ନିକଟସ୍ଥ କ୍ରାସ୍ନୋୟାର୍ସ୍କ ଆନ୍ତର୍ଜାତିକ ବିମାନ ବନ୍ଦରକୁ ବାଛିଥିଲେ ପାଇଲଟ। ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ସହ ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛି ଏୟାର ଇଣ୍ଡିଆ।
Flight Service: ଝାରସୁଗୁଡା ବିମାନ ବନ୍ଦରର ଗ୍ରୀଷ୍ମକାଳୀନ ସାରଣୀ ଆରମ୍ଭ ହେବା ଠାରୁ ବନ୍ଦ ହୋଇଥିବା ଦିଲ୍ଲୀ ରୁଟ୍ ରେ ବୁଧବାର ଠାରୁ ପୁଣି ବିମାନ ଉଡିଛି। ଇଣ୍ତିଗୋ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଇଣ୍ତିଗୋ ବିମାନ ୬ଇ୪୫୮/୨୨୭୪ ବୁଧବାର ଦିନ ୩ଟା ୨୦ରେ ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ସନ୍ଧ୍ୟା ୫ଟା ୧୫ରେ ଝାରସୁଗୁଡାରେ ଅବତରଣ କରିଥିଲା।
Flight Service: ଯାତ୍ରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ପଢନ୍ତୁ ପୂରା ରିପୋର୍ଟ...
Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର। ଆକାଶ ପଥ ସହ ଯୋଡି଼ ହେବ ଆଦିବାସୀ ଅଞ୍ଚଳ (Flight Service in Malkangiri)। ଖୁବଶିଘ୍ର ମାଲକାନଗିରିରେ ବିମାନ ସେବା ଆରମ୍ଭ ହେବାକୁ ଯାଇଛି ବୋଲି ସୂଚନା ଦେଇଛନ୍ତି ଏୟାର ଓ୍ବାନ୍ ବିମାନ ଅଧିକାରୀ । ଏନେଇ ଗତକାଲି ପୁଣି ଥରେ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ୍ ରନ୍ କରାଯାଇଥିଲା।