Amitabh Bachchan: ଅଯୋଧ୍ୟା ପରେ ଆଲିବାଗରେ ବିଗ ବି କିଣିଲେ ଏତିକି କୋଟିର ସମ୍ପତ୍ତି

Amitabh Bachchan Buys Land: ବଲିଉଡ଼ ଅଭିନେତା ବିଗ୍ ବି ନିକଟରେ ଅଯୋଧ୍ୟାରେ ଏକ ଜମି କିଣିଥିଲେ। ପୁଣି ଏବେ ଆଲିବାଗରେ ଏକ ଜମି କିଣିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ମୁମ୍ବାଇ ନିକଟରେ ଥିବା ଅଲିବାଗରେ (Alibaug) ଅମିତାଭ ୧୦ ହଜାର ବର୍ଗଫୁଟ ଜମି କିଣିଛନ୍ତି।

Amitabh Bachchan: ଅଯୋଧ୍ୟା ପରେ ଆଲିବାଗରେ ବିଗ ବି କିଣିଲେ ଏତିକି କୋଟିର ସମ୍ପତ୍ତି
Image Credit: ସୌଜନ୍ୟ-ସୋସିଆଲ୍ ମିଡିଆ

About the Author