'83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି

'83' ଫିଲ୍ମରେ ରଣଭୀର ସିଂ କପିଲ ଦେବ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟପକ୍ଷରେ ଦୀପିକା ପାଦୁକୋନ ମଧ୍ୟ କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଆହୁରି ଅନେକ ତାରକା ଅଛନ୍ତି ଯେଉଁମାନେ 1983 ବିଶ୍ୱକପ୍ ର ହିରୋ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କପିଲ ଦେବଙ୍କ ଝିଅ ଆମିୟା ମଧ୍ୟ ରଣଭୀର ସିଂଙ୍କ '83' ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି ।

'83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More