Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ

୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ସହରରେ ଏକ କାର୍ ମାଧ୍ୟମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ଏହି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ

About the Author