Nora Fatehi: ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋରାଙ୍କ ଏହି ଫଟୋ
Advertisement
Article Detail0/zeeodisha/odisha1430032

Nora Fatehi: ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋରାଙ୍କ ଏହି ଫଟୋ

Nora Fatehi: ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେଇ । ସୁନ୍ଦର ଚେହେରା ଓ ଦମଦାର ଡ୍ୟାନ୍ସ ପାଇଁ ନୋରା ଆଜି ବଲିଉଡରେ ରାଜ୍ କରୁଛନ୍ତି। ନୋରା ନିଜ ଡ୍ୟାନ୍ସ ବ୍ୟତିତ ଫ୍ୟାଶନକୁ ନେଇ ମଧ୍ୟ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି । 

Nora Fatehi: ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋରାଙ୍କ ଏହି ଫଟୋ

Nora Fatehi: ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେଇ । ସୁନ୍ଦର ଚେହେରା ଓ ଦମଦାର ଡ୍ୟାନ୍ସ ପାଇଁ ନୋରା ଆଜି ବଲିଉଡରେ ରାଜ୍ କରୁଛନ୍ତି। ନୋରା ନିଜ ଡ୍ୟାନ୍ସ ବ୍ୟତିତ ଫ୍ୟାଶନକୁ ନେଇ ମଧ୍ୟ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଏହାରି ଭିତରେ ନୋରାଙ୍କ ଆଉ ଏକ ବୋଲ୍ଡ ଲୁକ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ନୋରାଙ୍କ ଏହି ଲୁକ୍ ଦେଖି ଫ୍ୟାନ୍ସ ତାଜୁବ ହୋଇଯାଇଛନ୍ତି । 

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ନୋରା ଫତେଇ:

ନୋରା ଫତେଇ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଅନେକ ସମୟରେ ନଜର ପ୍ରତ୍ୟକ ଅପଡେଟ୍ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେବାକୁ ଭୁଲନ୍ତି ନାହିଁ ନୋରା । ବର୍ତ୍ତମାନ ନୋରାଙ୍କ ନୂଆ ଫଟୋସୁଟ ବିଷୟରେ ଆଲୋଚନା ହେଉଛି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କର କିଛି ଲାଟେଷ୍ଟ ଫଟେ ସେୟାର କରିଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by Nora Fatehi (@norafatehi)

 

ଏହାବି ପଢନ୍ତୁ : Pushpa 2: 'ପୁଷ୍ପା ପାର୍ଟ ୨' କୁ ନେଇ ବଡ ଖୁଲାସା କଲେ ଅଲ୍ଲୁ, କହିଲେ କିଛି ଏମିତି

ଏହାବି ପଢନ୍ତୁ : Alia Ranbir Baby: ଆଲିଆଙ୍କ ମାଆ ହେବା ଖବର ଶୁଣି କାହିକିଁ ଭାବ ବିହ୍ବଳ ହୋଇଗଲେ ମହେଶ, ଜାଣନ୍ତୁ କାରଣ

ସୋସିଆଲ ମିଡିଆରେ ନିଆଁ ଲଗାଇଲା ନୋରାଙ୍କ ବୋଲ୍ଡ ଫଟୋ : 

ନୋର ଫତେଇ ନିଜ ଇନଷ୍ଟାରେ ତାଙ୍କର ୪ଟି ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିଲେ ଦେଖିବାକୁ ମିଳିଛି , ନୋରା ଏକ ଲାଲ ରଙ୍ଗର ଥାଇ-ହାଇ ସ୍ଲିଟ୍ ଗାଉନ ପିନ୍ଧିଛନ୍ତି। ଏବଂ ନୋରା ବେକର ଏକ ଗୋଲଡେନ ଚକ୍କର ପିନ୍ଧିଛନ୍ତି । ଏହାସହ ସେ ଏକ ୟିଅର ରିଙ୍ଗ ମଧ୍ୟ ଲଗାଇଛନ୍ତି। ଏବଂ ହାଲକା ମେକପ ମଧ୍ୟ ନେଇଛନ୍ତି । କେଶକୁ କର୍ଲ କରିଛନ୍ତି। ସୋସିଆଲ ମିଡିଆରେ ନୋରା ଫତେହିଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ଲୁକକୁ ବହୁତ ପସନ୍ଦ କରିଛନ୍ତି । 

ନୋରା  ହଟ୍ ଦେଖାଯାଉଛନ୍ତି :

ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଯେ, ନୋରା କ୍ୟାମେରା ଆଗରେ ଭିନ୍ନ ଭିନ୍ନ ପୋଜ୍ ମଧ୍ୟ ଦେଇଛନ୍ତି। ଏହି ଲୁକରେ ନୋରା ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକ୍କୁ ପ୍ରଶଂସା କରିଛନ୍ତି। ଏବେ ନୋରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ନୋରାଙ୍କ ହାତରେ ରହିଛି ଅନେକ ପ୍ରୋଜେକ୍ଟ :

ଯଦି ଆମେ ନୋରା ଫତେଇଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ନୋରାଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି। ନିକଟରେ ତାଙ୍କୁ 'ଥ୍ୟାଙ୍କଗଡ୍ ' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ସେ ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିଛନ୍ତି। ଏହା ପରେ ନୋରାଙ୍କୁ '୧୦୦ ପରସେଣ୍ଟ'(100 Percent) ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏହାସହ ଏହି ଅଭିନେତ୍ରୀ କିଛି ଡ୍ୟାନ୍ସ ରିଅଲିଟି ଶୋ'ର ଜଜ ମଧ୍ୟ ଅଛନ୍ତି ।