Urvashi Rautela: ବାର୍ଥଡେ ରେ ସୁନାର କେକ୍ କାଟିଲେ ଉର୍ବଶୀ, ଦାମ୍ ଶୁଣିଲେ ଉଡି଼ଯିବ ହୋସ୍

Urvashi Rautela: ମୁଁ ଚାହୁଁଛି ଏହି କେକ୍ କାଟିବାର ଏହି ମୁହୂର୍ତ୍ତ ଇତିହାସର ପୃଷ୍ଠାରେ ରେକର୍ଡ କରାଯାଉ । ଯେକୌଣସି ବ୍ୟକ୍ତି ତାଙ୍କ ସହ-ଷ୍ଟାର ପାଇଁ ଏହା କରିପାରିବେ । ସେ ନିଜ କାର୍ଯ୍ୟରେ ଉଜ୍ଜ୍ୱଳ ଏବଂ ପ୍ରତ୍ୟେକ ପ୍ରକାରରେ ଏହି ପ୍ରକାରର ପ୍ରେମ ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ହନି ସିଂ।

Urvashi Rautela: ବାର୍ଥଡେ ରେ ସୁନାର କେକ୍ କାଟିଲେ ଉର୍ବଶୀ, ଦାମ୍ ଶୁଣିଲେ ଉଡି଼ଯିବ ହୋସ୍

About the Author