Bill Gates: ୨୮ରେ ଓଡ଼ିଶା ଆସିବେ ବିଲ୍‍ ଗେଟ୍ସ

Bill Gates: ଓଡି଼ଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଚଳିତ ମାସ ୨୮ ତାରିଖରେ ଓଡିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ଓଡି଼ଶା କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଓଡିଶା କିପରି ଡିଜିଟାଲ୍ ଭିର୍ତ୍ତିଭୂମି ଓ ଜ୍ଞାନ କୌଶଳ ବ୍ୟବହାର କରି କୃଷକ ମାନଙ୍କର ବିକାଶ କରୁଛନ୍ତି ସେ ସମ୍ପର୍କରେ ଜାଣିବାକୁ ଚାହିଁବେ ବିଲ୍ ଗେଟସ୍ ।

Bill Gates: ୨୮ରେ ଓଡ଼ିଶା ଆସିବେ ବିଲ୍‍ ଗେଟ୍ସ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author