FASTag:ପେଟିଏମରେ FASTag ବନ୍ଦ ହେବ କି ? ଯଦି ଆପଣଙ୍କ ପାଖରେ ଅଛି ଏହି FASTag ତେବେ କରିବେ କ’ଣ ?

ଡିଜିଟାଲ ଯୁଗରେ ଡିଜିଟାଲ ପେମେଣ୍ଟ ସମୟର ଆବଶ୍ୟକତା ହୋଇଯାଇଛି । ବିଶେଷକରି ୨୦୧୬ର ନୋଟ୍ ବନ୍ଦୀ ପରେ ପରିସ୍ଥିତି ବଦଳି ଯାଇଥିଲା । କରୋନା କାଳରେ ଡିଜିଟାଲ ପେମେଣ୍ଟ୍ ରେକର୍ଡ୍ ତିଆରି କରିଥିଲା । ଫୋନ୍ ପେ’,ପେଟିଏମ୍ ଭଳି କମ୍ପାନୀ ଏହାର ଭଲ ଲାଭ ଉଠାଇଥିଲେ । ଡିଜିଟାଲ ପେମେଣ୍ଟ କ୍ଷେତ୍ରକୁ ଆସିଥିବ କମ୍ପାନୀଙ୍କ ମଧ୍ଯରେ ପେଟିଏମ୍ ଅଲଗା ସ୍ଥାନ ରଖେ

FASTag:ପେଟିଏମରେ FASTag ବନ୍ଦ ହେବ କି ? ଯଦି ଆପଣଙ୍କ ପାଖରେ ଅଛି ଏହି FASTag ତେବେ କରିବେ କ’ଣ ?
Image Credit: SOCIAL MEDIA

About the Author