Gaganayan Mission:ମିଶନ ଗଗନୟାନରେ ୪ ପୁରୁଷ,କାହିଁକି ନାହାନ୍ତି ମହିଳା ମହାକାଶଯାତ୍ରୀ ?

ଚନ୍ଦ୍ରୟାନ ପରେ ଗଗନୟାନ । ଭାରତର ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନ ଯେଉଁଥିରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମହାକାଶକୁ ମାନବ ଅଭିଯାତ୍ରୀ ପ୍ରେରଣ କରିବ । ଇସ୍ରୋ ୪ ଜଣଙ୍କୁ ମହାକାଶ ପ୍ରେରଣ କରିବ । ଏହି ୪ ଜଣ ମହାକାଶଚାରୀ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଓ୍ବିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ମହାକାଶ ଯାତ୍ରା କରିବେ ।

Gaganayan Mission:ମିଶନ ଗଗନୟାନରେ ୪ ପୁରୁଷ,କାହିଁକି ନାହାନ୍ତି ମହିଳା ମହାକାଶଯାତ୍ରୀ ?
Image Credit: SOCIAL MEDIA

About the Author