ମହାନଦୀରେ ଡଙ୍ଗା ବୁଡି ଘଟଣା: ୮ ମୃତଦେହ ଉଦ୍ଧାର

Mahanadi Boat Tragedy: ଗତକାଲି ସଂଧ୍ୟାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା। ଆଜି ଅନ୍ୟ ସାତଟି ମୃତ ଦେହର ଉଦ୍ଧାର କରଯାଇଛି।

ମହାନଦୀରେ ଡଙ୍ଗା ବୁଡି ଘଟଣା: ୮ ମୃତଦେହ ଉଦ୍ଧାର
Image Credit: Mahanadi Boat Tragedy

About the Author