ଏହି ୫ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବ ଅଗଷ୍ଟ ମାସ, ୨୧ ଦିନ ପର୍ଯ୍ୟନ୍ତ ବର୍ଷିବ ଟଙ୍କା ହିଁ ଟଙ୍କା!
Advertisement

ଏହି ୫ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବ ଅଗଷ୍ଟ ମାସ, ୨୧ ଦିନ ପର୍ଯ୍ୟନ୍ତ ବର୍ଷିବ ଟଙ୍କା ହିଁ ଟଙ୍କା!

Mercury Transit in Leo 2022: ବୁଧର ସିଂହରେ ରାଶି ପରିବର୍ତ୍ତନ ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ଜାତକର ଲୋକଙ୍କୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବୁଧର ସିଂହରେ ରହିବା ଯାଏ ବହୁତ ଅର୍ଥ ଲାଭ ହେବ ।

ଏହି ୫ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବ ଅଗଷ୍ଟ ମାସ, ୨୧ ଦିନ ପର୍ଯ୍ୟନ୍ତ ବର୍ଷିବ ଟଙ୍କା ହିଁ ଟଙ୍କା!

ନୂଆଦିଲ୍ଲୀ: Mercury Transit in Leo 2022: ବୁଧ ଗ୍ରହର ଗୋଚର ବୁଦ୍ଧି, ତର୍କ, ଅର୍ଥ, ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇଥାଏ । ବୁଧ ଗ୍ରହ ୩୧ ଜୁଲାଇ ୨୦୨୨ର ବିଳମ୍ବିତ ରାତିରେ ସିଂହରେ ପ୍ରବେଶ କରିବାକୁ ଯାଉଛି । ବୁଧର ସିଂହରେ ରାଶି ପରିବର୍ତ୍ତନ ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ଜାତକର ଲୋକଙ୍କୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବୁଧର ସିଂହରେ ରହିବା ଯାଏ ବହୁତ ଅର୍ଥ ଲାଭ ହେବ ।

ମେଷ ରାଶି: ବୁଧର ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିଙ୍କୁ ଅନେକ ସୁଖ ପ୍ରଦାନ କରିବ । ସେମାନେ ନିଜ କାର୍ଯ୍ୟରେ କଠିନ ପରିଶ୍ରମ କରିବେ ଓ ସେମାନଙ୍କୁ ସେମାନଙ୍କର ଫଳ ମଧ୍ୟ ମିଳିବ । ସେମାନଙ୍କୁ ନୂତନ ଦାୟିତ୍ୱ ମିଳିପାରେ ଯାହା ସେମାନଙ୍କର ପ୍ରଭାବ ବୃଦ୍ଧି କରିବ । ଭ୍ରମଣରେ ଯାଇପାରନ୍ତି । ଲଭ କପଳ୍ସଙ୍କ ପାଇଁ ଏହି ସମୟ ମଧ୍ୟ ଭଲ ହେବ । ଅର୍ଥ ଲାଭ ହେବ ।

ସିଂହ ରାଶି: ବୁଧର ଗୋଚର ସିଂହ ରାଶିର ଲୋକଙ୍କ ପାଇଁ ଶୁଭ ଫଳାଫଳ ଦେବ । ସେମାନଙ୍କର ଯୋଗାଯୋଗ ଭଲ ହେବ, ଯାହା ସେମାନଙ୍କ କାର୍ଯ୍ୟକୁ ସହଜ କରିବ । ଅର୍ଥ ଲାଭ ହେବ । ନୂତନ ଯୋଜନା ଉପରେ କାମ କରିବା ପାଇଁ ଏହା ଏକ ଭଲ ସମୟ । ଚାକିରି-ବ୍ୟବସାୟରେ ଲାଭ ହେବ । ଲାଭ ବୃଦ୍ଧି ପାଇବ । ପାର୍ଟନରଙ୍କ ସହିତ ଭଲ ସମୟ ବିତାଇବେ ।

କନ୍ୟା ରାଶି: ବୁଧର ରାଶି ପରିବର୍ତ୍ତନ କନ୍ୟା ରାଶି ଲୋକଙ୍କୁ ବଡ଼ ଲାଭ ମିଳିବ । ଯେକୌଣସି ସଫଳତା ହାସଲ ହେବ । ଆୟ ବୃଦ୍ଧି ପାଇବ । ବ୍ୟବସାୟୀଙ୍କ କାର୍ଯ୍ୟ ଭଲରେ ଯିବ । ପରିବାର ସହିତ ସମ୍ପର୍କ ଭଲ ହେବ । ଯେଉଁମାନେ ଏକ ନୂତନ ଚାକିରି ଖୋଜୁଛନ୍ତି, ସେମାନେ ଏକ ସୁଯୋଗ ପାଇବେ ।

ଧନୁ ରାଶି: ଅଗଷ୍ଟ ମାସ ଧନୁ ରାଶି ଲୋକଙ୍କ ପାଇଁ ଅନେକ ସୁଖ ଆଣି ଦେବ । ବୈବାହିକ ସୁଖ ମିଳିବ । ଯେଉଁମାନେ ବିବାହିତ ନୁହଁନ୍ତି, ସେମାନଙ୍କର ସମ୍ପର୍କ ସ୍ଥିର ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । କଠିନ ପରିଶ୍ରମର ଫଳଗୁଡିକ ବଡ଼ ସଫଳତା ଆକାରରେ ମିଳିବ । ଆୟ ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ:-ମାତ୍ର କିଛି ମିନିଟରେ ଜାଣନ୍ତୁ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରନ୍ତି କେବଳ ଏହି ୩ ଜାତିର ଯବାନ, ଯୋଗ୍ୟତା ସତ୍ତ୍ୱେ ମଧ୍ୟ ସାମିଲ ହୋଇପାରି ନଥାଏ ଅନ୍ୟ କେହିଁ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?

 

କୁମ୍ଭ ରାଶି: ବୁଧର ଗୋଚର କର୍ମକ୍ଷେତ୍ରରେ କୁମ୍ଭ ଲୋକମାନଙ୍କୁ ଲାଭ ପ୍ରଦାନ କରିବ । ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ । ପଦୋନ୍ନତି ପାଇପାରନ୍ତି । ବ୍ୟବସାୟୀମାନେ ମଧ୍ୟ ଭଲ କରିବେ । ବିବାହ ପ୍ରସଙ୍ଗ ଆଗକୁ ଯାଇପାରେ । ଅବିବାହିତ ଲୋକମାନଙ୍କୁ ଜଣେ ପାର୍ଟନର ମିଳିପାରେ । ସମ୍ମାନ ବୃଦ୍ଧି ପାଇବ । ଭାଗ୍ୟର ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାର ପୃଷ୍ଟି କରେ ନାହିଁ ।)