Budh Gochar 2024: ସିଂହ ରାଶିକୁ ଚଳନ କଲେ ବୁଧ, ଏହି ୫ ରାଶିଙ୍କୁ ମିଳିବ ବ୍ୟବସାୟରେ ଦ୍ବିଗୁଣା ଲାଭ ସହ...

Written ByNarmada Behera
Published: Jul 20, 2024, 11:57 AM IST|Updated: Jul 20, 2024, 11:57 AM IST

Budh Gochar 2024: ଗ୍ରହ ମାନଙ୍କର ରାଜକୁମାର ବୁଧଙ୍କୁ ବୁଦ୍ଧି, ଜ୍ଞାନ,ବ୍ୟବସାୟୀ ଓ ବକ୍ତବ୍ୟର କାରକ ବୋଲି ବିବେଚନା କରାଯାଏ। ଯେଉଁମାନଙ୍କ ରାଶି ବା ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଥାଏ । ସେମାନେ ବାଣିଜ୍ୟ-ବ୍ୟବସାୟରେ ଶୁଭଫଳ ପାଇବା ସହ ଧନ ଓ ଐଶ୍ବର୍ଯ୍ୟ ମଧ୍ୟ ଲାଭ କରନ୍ତି। ବିଳାସ୍ୟବ୍ୟସନରେ ସେମାନଙ୍କ ଜୀବନ ଅତିବାହିତ ହୁଏ। ଏହି କ୍ରମରେ ବୁଧ ଗତକାଲି ସିଂହ ରାଶିକୁ ଚଳନ କରିଛନ୍ତି।  ଅଗଷ୍ଟ ୫ ପର୍ଯ୍ୟନ୍ତ ସେ ଏହି ରାଶିରେ ରହିବେ। ଏହାପରେ ଅଗଷ୍ଟ ୨୨ରେ  କନ୍ୟା ରାଶିକୁ ଚଳନ କରିବେ। ତେବେ, ବୁଧଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଲାଭବାନ୍ କରାଇବ। ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...