Advertisement
Photo Details/zeeodisha/odisha2394920
photoDetails0hindi

Maa Laxmi Astrology: ଏହିରାଶି ଉପରେ ସବୁବେଳେ କୃପାଦୃଷ୍ଟି ରଖିଥାନ୍ତି ମା' ଲକ୍ଷ୍ମୀ, ଜୀବନରେ କେବେବି ହୁଏନି ଟଙ୍କାର ଅଭାବ !

Maa Laxmi Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ସେହିପରି ପ୍ରତିଟି ରାଶି ଉପରେ ଦେବାଦେବୀଙ୍କ ଅଶେଷ କୃପା ମଧ୍ୟ ରହିଥାଏ। ୧୨ ଟି ରାଶି ଉପରେ ହିନ୍ଦୁ ଶାସ୍ତ୍ର ନିୟମନୁଯାୟୀ, ବିଭିନ୍ନ ଦେବାଦେବୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ରାଶି ଉପରେ ମା ଲକ୍ଷ୍ମୀ ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି।

1/6
୧୨ ଟି ରାଶି ମଧ୍ୟରୁ ମାତା ଲକ୍ଷ୍ମୀଙ୍କର କିଛିଟା ରାଶି ଅତ୍ୟନ୍ତ ପ୍ରିୟ ହୋଇଥାଏ।ଏହି ରାଶି ଉପରେ ମାତା ଲକ୍ଷ୍ମୀ ସବୁବେଳେ ନିଜର ଦୟାଳୁ ଓ ଆଶୀର୍ବାଦ ବଜାୟ ରଖିଥାନ୍ତି ଯାହା ଫଳରେ ଏହି ରାଶି କେବେ ବି ନିଜ ଜୀବନରେ ଅଭାବ ଅନଟନ ଦେଖନ୍ତି ନାହିଁ।  Also Read: ବେଙ୍ଗାଲୁରୁରେ ଓଡ଼ିଆ ପରିବାର ଉପରେ ମରଣାନ୍ତକ ଆକ୍ରମଣ, ଭିଡିଓ ଦେଖିଲେ ଥରିଯିବେ ଆପଣ   Also Read: Actor Hospitalized: ସାଉଥ ସୁପରଷ୍ଟାରଙ୍କୁ Respiratory Infection, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି

2/6

ବୃଷ ରାଶି-ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର । ଯାହାକୁ ଧନ ସମ୍ପଦ ର କାରକ ବୋଲି ବିବେଚନା କରାଯାଏ । ତେଣୁ ଏହି ରାଶି ଉପରେ ମାତା ଲକ୍ଷ୍ମୀ ସର୍ବଦା କୃପା ବଜାୟ ରଖିଥାନ୍ତି । 

3/6

ସିଂହ ରାଶି- ଏହି ରାଶି ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ରାଶି। ଏହିରାଶିର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ବିବେଚନା ହୋଇଥାନ୍ତି । ଏମାନଙ୍କ ପାଖେ କେବେ ବି ଟଙ୍କା ପଇସାର ଅଭାବ ଦେଖାଦିଏନାହିଁ। ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ମଜଭୁତ ହୋଇଥାଏ। 

4/6

ତୂଳା ରାଶି- ଏହି ରାଶିର ବ୍ୟକ୍ତିତ୍ୱ ଜୀବନରେ ବହୁତ ସଫଳତା ପାଇଥାନ୍ତି । ଏମାନଙ୍କୁ ସର୍ବଦ କମ କଷ୍ଟ କରିବାକୁ ପଡ଼ିଥାଏ । ହେଲେ ଏମାନେ ଅଧିକ ଲାଭବାନ ହୋଇଥାନ୍ତି। ମାତା ଲକ୍ଷ୍ମୀ ଏହି ରାଶି ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି। 

5/6

ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି । ସେଥିପାଇଁ ଏମାନେ କମ ବୟସରେ ଆଉ କମ ଦିନରେ ବହୁତ ସଫଳତା ହାସଲ କରିଥାନ୍ତି। 

6/6
ମୀନ ରାଶି-ମୀନ ରାଶି ୧୨ଟି ରାଶିର ଗଣନା ଅନୁସାରେ ସବା ଶେଷ ରାଶି। ତେଣୁ ଏହି ରାଶି ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ସହ ଖୁସି ଥାଆନ୍ତି । ଯାହା ଫଳରେ ମା ଲକ୍ଷ୍ମୀ ଏହି ରାଶିର ଭାଗ୍ୟରେ କେବେ ବି ଧନର ଅଭାବକୁ ଅନୁଭବ କରିବାକୁ ଦିଅନ୍ତି ନାହିଁ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)