+2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ
Advertisement
Article Detail0/zeeodisha/odisha2397574

+2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ

+2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବଡ଼ ଖବର। ଆରମ୍ଭ ହେବ ଯୁକ୍ତଦୁଇ ଦ୍ବୀତିୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।  

+2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ
+2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବଡ଼ ଖବର। ସେପ୍ଟେମ୍ବର ୬ରୁ  ଆରମ୍ଭ ହେବ ଯୁକ୍ତଦୁଇ ଦ୍ବୀତିୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।  ଖାଲି ପଡିଥିବା ସିଟ୍ ରେ  ଏହି ନାମଲଖା କରାଯିବ।  ସେପ୍ଟେମ୍ବର ୧୩ ଯାଏଁ ଏହି ପ୍ରକ୍ରିୟା ଚାଲିବ।  ସାମସ୍ ଓ୍ବେବ୍ ସାଇଟ୍ ମାଧ୍ୟମରେ ଇଚ୍ଛକ ଛାତ୍ରଛାତ୍ରୀମାନେ  ଆବେଦନ କରିପାରିବେ।  ୨୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ୨୧ରୁ  ୨୪ ତାରିଖ ମଧ୍ୟରେ ନାମଲେଖା ହେବ।
 
 
 
 
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ରେ  ଚୟନ ହୋଇ ନଥିବା ଛାତ୍ରଛାତ୍ରୀମାନେ  ଚଏସଲକିଂ କରିପାରିବେ।  ଅକ୍ଟୋବର ୩ରେ ସ୍ପଷ୍ଟ ଆଡମିସନ୍ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ୪ରୁ ୫ ମଧ୍ୟରେ ନାମଲେଖା ହେବ। ସେହିପରି ଆଉ ବଳକା ସିଟ୍ ରେ ହାତଲିଖିତ ଆପ୍ଲିକେସନ୍ ପଞ୍ଜିକରଣ ଅକ୍ଟୋବର ୭ ଦିନ ୯ଟାରୁ ଅପରାହ୍ନ ୩ଟା ଯାଏଁ ହେବ। ସେହିଦିନ ଅପରାହ୍ନ ସାଢେ ୪ଟାପେ ମେଧାତାଲିକା ପ୍ରକାଶ ପାଇବ।  ୮ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ। ଏହି ଆବେଦନ ପ୍ରକ୍ରିୟା ସାମସ୍ ଓ୍ବେବସାଇଟ୍ ରେ ଉପଲବ୍ଧ ହେବ।