Surya Grahan 2024: ଏହି ଦିନ ପଡ଼ୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ସମସ୍ୟା ଭୋଗିପାରନ୍ତି ଏହି ୩ ରାଶି

Surya Grahan 2024: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଶୀଘ୍ର ଘଟିବାକୁ ଯାଉଛି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ହେବ। ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ କିଛି ଜିନିଷ ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ଅଟେ।

Surya Grahan 2024: ଏହି ଦିନ ପଡ଼ୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ସମସ୍ୟା ଭୋଗିପାରନ୍ତି ଏହି ୩ ରାଶି

About the Author