ସକାଳର ଏହି ୫ଟି ଭୁଲ ମୋଟାପଣକୁ ଦେଇଥାଏ ଅତିଶୀଘ୍ର ଆମନ୍ତ୍ରଣ
Advertisement

ସକାଳର ଏହି ୫ଟି ଭୁଲ ମୋଟାପଣକୁ ଦେଇଥାଏ ଅତିଶୀଘ୍ର ଆମନ୍ତ୍ରଣ

ଜଳଖିଆରେ ବିଳମ୍ବ:- ସକାଳେ ଜଳଖିଆରେ ବିଳମ୍ବ କରି ଶରୀରର ମେଟାବୋଲିଜିମ୍ କମିଯାଏ । ଯେଉଁ କାରଣରୁ ଚର୍ବି ସଠିକ୍ ଭାବରେ ଜଳି ନଥାଏ ଏବଂ ଓଜନ ବଢ଼ିଥାଏ ।

ସକାଳର ଏହି ୫ଟି ଭୁଲ ମୋଟାପଣକୁ ଦେଇଥାଏ ଅତିଶୀଘ୍ର ଆମନ୍ତ୍ରଣ

ମେଦବହୁଳତା (Fat) ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି । କିନ୍ତୁ ନିଜର ଭୁଲ ଖାଇବା ଅଭ୍ୟାସ ଛାଡନ୍ତି ନାହିଁ । ଯେଉଁ କାରଣରୁ ମେଦବହୁଳତା ବଢ଼ିଥାଏ । ଆଜି ଆପଣ ନିଜ ଜଳଖିଆରେ କିଛି ସୁଧାର କରି ଆପଣ ଏହି ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ । ଯାହା କ୍ରମାଗତ ଭାବରେ ଆପଣଙ୍କ ମେଦବହୁଳତାକୁ ଆମନ୍ତ୍ରଣ ଦେଉଥାଏ…

ଅଧିକ ପଢ଼ନ୍ତୁ:-ମାସ୍କ ନ ପିନ୍ଧିବାରୁ ଏହି ଦେଶର ରାଷ୍ଟ୍ରପତିଙ୍କ ଉପରେ ଲାଗିଲା ୨.୫୭ କୋଟି ଟଙ୍କାର ଜରିମାନା

1. ଜଳଖିଆରେ ବିଳମ୍ବ:- ସକାଳେ ଜଳଖିଆରେ ବିଳମ୍ବ କରି ଶରୀରର ମେଟାବୋଲିଜିମ୍ କମିଯାଏ । ଯେଉଁ କାରଣରୁ ଚର୍ବି ସଠିକ୍ ଭାବରେ ଜଳି ନଥାଏ ଏବଂ ଓଜନ ବଢ଼ିଥାଏ ।

2. ପ୍ରୋଟିନ୍ ଡାଏଟ୍ ଗ୍ରହଣ ନ କରିବା:- ସକାଳ ଜଳଖିଆରେ କ୍ଷୀର, ଦହି, ଅଣ୍ଡା ଏବଂ ଶୁଖିଲା ଫଳ ଗ୍ରହଣ ନକରିବାରୁ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଇଥାଏ । ଫଳରେ ଓଜନ ବଢ଼ିଥାଏ ।

3. ବ୍ୟାୟାମ ନକରିବା:- ପ୍ରତିଦିନ ଚାଲିବା ଓ ବ୍ୟାୟାମ ନକରିବାରୁ ମେଟାବୋଲାଇଜିମ୍ ହ୍ରାସ ହୋଇଯାଇଥାଏ । ସେଥିପାଇଁ ଓଜନ ବଢ଼ିବା ଆରମ୍ଭ କରେ ।

ଅଧିକ ପଢ଼ନ୍ତୁ:-ଏହି କର୍ମଚାରୀମାନଙ୍କୁ ନୂତନ ବର୍ଷର ଉପହାର! ମାସକୁ ମିଳିବ ପ୍ରାୟ ୬୦,୦୦୦ ଟଙ୍କା ଦରମା, ଭତ୍ତା-ଅନ୍ୟାନ୍ୟ ସୁବିଧା

4. ପର୍ଯ୍ୟାପ୍ତ ନିଦ ନହେବା:- ଦୈନିକ ୮ ଘଣ୍ଟା ଶୋଇବା ମଧ୍ୟ ହରମୋନ୍ ସ୍ତରକୁ ବଢ଼ାଇଥାଏ । ଆଉ ମୋଟାପଣକୁ ବଢ଼ାଇ ଥାଏ ।

5. ପାଣି ନ ପିଇବା:- ସକାଳେ ଖାଲି ପେଟରେ ୧ କିମ୍ବା ୨ ଗ୍ଲାସ୍ ପାଣି ନ ପିଇଲେ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଏ । ମେଦବହୁଳତା ଦ୍ରୁତ ଗତିରେ ବଢ଼ିବାକୁ ଲାଗେ ।