ହାତର ଅଙ୍ଗୁଳିରୁ ଜାଣନ୍ତୁ ଆପଣଙ୍କ ସ୍ୱାଭାବ

ସାଧାରଣ ମଣିଷର ପାପୁଲିରେ ୫ଟି ଅଙ୍ଗୁଳି ଥାଏ। ୪ଟି ଅଙ୍ଗୁଳିରେ ୩ଟି ଲେଖାଏ ଭାଗ ଥିବାବେଳେ ବୁଢା ଅଙ୍ଗୁଳିରେ ମାତ୍ର ୨ଟି ଭାଗ ଥାଏ। ତେବେ ଏହି ଅଙ୍ଗୁଳି ଗୁଡିକର ଗଠନରେ ଆପଣଙ୍କ ଭବିଷ୍ୟତ ଲୁଚି ରହିଥାଏ ବୋଲି ହସ୍ତରେଖା ଶାସ୍ତ୍ର (Hastrekha) ରେ କୁହାଯାଏ।

 ହାତର ଅଙ୍ଗୁଳିରୁ ଜାଣନ୍ତୁ ଆପଣଙ୍କ ସ୍ୱାଭାବ
Image Credit: ପ୍ରତିକାତ୍ମକ ଫଟୋ

About the Author