ସୁରକ୍ଷାବଳର ଗୁଳିମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମୃତ; IPC ନୁହଁ, ଏହି ଆଇନ ଅନୁସାରେ ହେବେ ଦଣ୍ଡିତ

ନାଗାଲାଣ୍ଡ ଗୁଳିକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ Neiphiu Rio ରବିବାର ସକାଳେ ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟର ମୋନ୍ ଜିଲ୍ଲାର ଓଟିଙ୍ଗ୍ ଗ୍ରାମରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣାରେ ସାଧାରଣ ନାଗରିକଙ୍କ ହତ୍ୟା ହୋଇଛି।

ସୁରକ୍ଷାବଳର ଗୁଳିମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମୃତ; IPC ନୁହଁ, ଏହି ଆଇନ ଅନୁସାରେ ହେବେ ଦଣ୍ଡିତ
Image Credit: ଡିଜାଇନ୍ ଫଟୋ

About the Author