୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ

ଡଙ୍ଗାରେ ପ୍ରାୟ ୮୦୦ ଲୋକ ଯାତ୍ରା କରୁଥିବାର ଖବର ରହିଛି। ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।

୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ

About the Author