AAP ଛାଡିଲା କଂଗ୍ରେସର ହାତ, ଦିଲ୍ଲୀରେ ପରାଜୟ ପରେ କଲା ଏକ ବଡ ଘୋଷଣା

Gopal Rai On INDIA alliance: ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ ରଦ୍ଦ କରିବାକୁ ଘୋଷଣା କରିଛି। ଗୋପାଳ ରାୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହିତ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ।

AAP ଛାଡିଲା କଂଗ୍ରେସର ହାତ, ଦିଲ୍ଲୀରେ ପରାଜୟ ପରେ କଲା ଏକ ବଡ ଘୋଷଣା
Image Credit: Gopal Rai On INDIA alliance

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More