ମହିଳାଙ୍କ ବିରୋଧ ପ୍ରଦର୍ଶନରେ ଭୟଭୀତ ତାଲିବାନ, ନେଲା ଚରମ ନିଷ୍ପତ୍ତି

ଆଫଗାନିସ୍ତାନରେ ହିଜାବ ପିନ୍ଧିଥିବା ମହିଳାଙ୍କ ସମେତ ଶହ ଶହ ବିକ୍ଷୋଭକାରୀ କାବୁଲ ରାସ୍ତାରେ ବିରୋଧ ପଦର୍ଶନ କରୁଛନ୍ତି । ପାକିସ୍ତାନ ମୁର୍ଦାବାଦ ଓ ଆଜାଦି ଭଳି ସ୍ଲୋଗାନ ଦିଆଯାଉଛି ।

ମହିଳାଙ୍କ ବିରୋଧ ପ୍ରଦର୍ଶନରେ ଭୟଭୀତ ତାଲିବାନ, ନେଲା ଚରମ ନିଷ୍ପତ୍ତି

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More