Trending Photos
Mani Shankar Aiyar: ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ବୟାନବାଜି ଜାରି ରହିଛି। ଯେତେବେଳେ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବିବୃତ୍ତି ନେଇ ବିବାଦ ବଢିଥିବା ବେଳେ ମଣି ଶଙ୍କର ଆୟାର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସହ ଭାରତ କଥା ହେବା ଉଚିତ। ପାକିସ୍ତାନକୁ ସମ୍ମାନ ଦିଆଯିବା ଉଚିତ କାରଣ ଏହା ଏକ ସ୍ୱାଧୀନ ଦେଶ। ସେହି ଦେଶ ନିକଟରେ ପରମାଣୁ ବୋମା ମଧ୍ୟ ଅଛି ବୋଲି ଶ୍ରୀ ଆୟାର କହିଛନ୍ତି।
India should give respect to Pakistan and also normalize relationship with Pakistan because they have atom bomb ~ Congress leader Mani Shankar Aiyar.
Other side, Congress alliance CPI(M) Manifesto for 2024 Lok Sabha Election says that they will eliminate India's nuclear weapons. pic.twitter.com/Dal0vm29QW
— Anshul Saxena (@AskAnshul) May 9, 2024