Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ

Bank Holidays in March 2024: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି। ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାର୍ଯ୍ୟ ଅଛି, ତେବେ ଏହାକୁ ଜଲଦି ସାରି ଦିଅନ୍ତୁ ।

Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ

About the Author