Delhi excise policy case : ଅବକାରୀ ନୀତି ମାମଲାରେ ସିବିଆଇର ଆକ୍ସନ; କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ

CBI files charge sheet against delhi CM : ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଆକ୍ସନକୁ ସ୍ପିଡ୍-ଅପ୍ କରିଛି। ସୋମବାର କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ୨୦୦ ପୃଷ୍ଠାର ଚର୍ଜସିଟ୍‌ ଦାଖଲ କରିଛି।

Delhi excise policy case : ଅବକାରୀ ନୀତି ମାମଲାରେ ସିବିଆଇର ଆକ୍ସନ; କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ
Image Credit: Arvind Kejriwal

About the Author