ଦୁନିଆରେ ଓମିକ୍ରୋନ୍ ଆତଙ୍କ; ଆକାଶରେ ଲାଗିଲା ପ୍ରତିବନ୍ଧକ, ୩୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ରଦ୍ଦ

ଆମେରିକାର ଡେଲଟା ଏୟାରଲାଇନ୍ସ (Delta Air) ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ କର୍ମଚାରୀ ଅସୁସ୍ଥ ଥିବାରୁ ଖ୍ରୀଷ୍ଟମାସ (Xmass) ଅବସରରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅନେକ ବିମାନକୁ ବାତିଲ କରିବାକୁ ପଡିବ ବୋଲି ଉଭୟ କମ୍ପାନୀ କହିଛନ୍ତି।

ଦୁନିଆରେ ଓମିକ୍ରୋନ୍ ଆତଙ୍କ; ଆକାଶରେ ଲାଗିଲା ପ୍ରତିବନ୍ଧକ, ୩୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ରଦ୍ଦ
Image Credit: ପ୍ରତିକାତ୍ମକ ଫଟୋ

About the Author