ଇତିହାସରେ ସବୁଠାରୁ ବଡ଼ ରେଡ୍! ଖରାପ ହେଲା ଟଙ୍କାଗଣା ମେସିନ୍, ନୋଟ୍ ବଣ୍ଡଲ୍ ନେବାକୁ ଆସିଲା ଟ୍ରକ୍

କାନପୁର ବ୍ୟବସାୟୀ ପୀୟୁଷ ଜୈନଙ୍କ (Piyush Jain) ଘରୁ ପ୍ରାୟ 150 କୋଟି ଟଙ୍କା ରିକଭରି କରାଯାଇଛି, ଯାହାର ଗଣନା ବର୍ତ୍ତମାନ ଶେଷ ହୋଇଛି । ସେଠାରେ ଏତେଗୁଡ଼ିଏ ନୋଟ୍ ବଣ୍ଡଲ୍ ଥିଲା ଯେ ଛପାମାରିବାକୁ ଆସିଥିବା ଅଧିକାରୀମାନେ ଏହାକୁ ଗଣି ଗଣି ଥକି ଯାଇଥିଲେ ଏବଂ 15 ଟି ମେସିନ୍ ଅର୍ଡର କରିବାକୁ ପଡିଥିଲା ।

ଇତିହାସରେ ସବୁଠାରୁ ବଡ଼ ରେଡ୍! ଖରାପ ହେଲା ଟଙ୍କାଗଣା ମେସିନ୍, ନୋଟ୍ ବଣ୍ଡଲ୍ ନେବାକୁ ଆସିଲା ଟ୍ରକ୍

About the Author