ବାତ୍ୟା 'ଜୱାଦ'କୁ ଦୃଷ୍ଟିରେ ରଖି ପିଏମ ମୋଦି କଲେ ଜରୁରୀ ବୈଠକ

ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହୋଇଥିବାକୁ ଏନସିଏମସିକୁ ସୂଚନା ଦେଇଛି । ଯାହା ଡିସେମ୍ବର 3 ସୁଦ୍ଧା ଏକ ବାତ୍ୟାର ପରିଣତ ହେବ ।

ବାତ୍ୟା 'ଜୱାଦ'କୁ ଦୃଷ୍ଟିରେ ରଖି ପିଏମ ମୋଦି କଲେ ଜରୁରୀ ବୈଠକ

About the Author