'ଓମିକ୍ରୋନ୍'ର ବିପଦ ଯୋଗୁଁ ଦେଶବାସୀଙ୍କୁ ଜଲ୍ଦି ମିଳିବ ବୁଷ୍ଟର୍ ଡୋଜ୍

Booster Dose: ଭ୍ୟାକ୍ସିନ୍ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ କୋରୋନା ଭୁତାଣୁର ବୁଷ୍ଟର୍ ଡୋଜକୁ ମଞ୍ଜୁରୀ ଦେବାକୁ DCGI କୁ ଅନୁରୋଧ କରିଛି । ବୁଷ୍ଟର୍ ଡୋଜ ପାଇଁ ଅନୁମୋଦନ ମାଗିଥିବା SII ହେଉଛି ପ୍ରଥମ ଭାରତୀୟ କମ୍ପାନୀ ।

'ଓମିକ୍ରୋନ୍'ର ବିପଦ ଯୋଗୁଁ ଦେଶବାସୀଙ୍କୁ ଜଲ୍ଦି ମିଳିବ ବୁଷ୍ଟର୍ ଡୋଜ୍

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More