କଙ୍ଗନାଙ୍କ କନଭୟକୁ ଅଟକାଇଲେ କୃଷକ, କ୍ଷମା ମାଗିବା ପରେ ଅଭିନେତ୍ରୀଙ୍କୁ ଯିବାକୁ ଦେଲେ

ଅଭିନେତ୍ରୀଙ୍କ ସୁରକ୍ଷା ସହ ଜଡିତ ସୈନିକମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି ଓ ଶେଷରେ ଯେତେବେଳେ କଙ୍ଗନା ଚାଷୀଙ୍କ ନିକଟରେ କ୍ଷମା ମାଗିଲେ, କୃଷକମାନେ ତାଙ୍କୁ ଛାଡିଦେଲେ । କଙ୍ଗନା ରାଣାୱତ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼କୁ ଯାଉଥିଲେ ।

କଙ୍ଗନାଙ୍କ କନଭୟକୁ ଅଟକାଇଲେ କୃଷକ, କ୍ଷମା ମାଗିବା ପରେ ଅଭିନେତ୍ରୀଙ୍କୁ ଯିବାକୁ ଦେଲେ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More