Haryana INLD Chief: ହରିୟାଣାର INLD ମୁଖ୍ୟ ନାଫେ ସିଂ ରାଠିଙ୍କୁ ହତ୍ୟା

Haryana INLD Chief: ଇଣ୍ତିଆନ ନ୍ୟାସନାଲ ଲୋକଦଳ (INLD) ର ହରିୟାଣାର ମୁଖ୍ୟ ନାଫେ ସିଂ ରାଠିଙ୍କୁ (Nafe Singh Rathee) ଗୁଳି କରି ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ କାରରେ ଯାଉଥିବା ସମୟରେ ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି ।

Haryana INLD Chief: ହରିୟାଣାର INLD ମୁଖ୍ୟ ନାଫେ ସିଂ ରାଠିଙ୍କୁ ହତ୍ୟା

About the Author